ଜାତୀୟମନୋରଞ୍ଜନ

ଓଟିଟି ପ୍ଲାଟ୍ ଫର୍ମରେ ରୋହିତ ସେଟ୍ଟୀ

ମୁମ୍ବାଇ() ସିଦ୍ଧାର୍ଥ ମଲ୍ଲହୋତ୍ରାଙ୍କ ପରେ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଏବେ ରୋହିତ ସେଟ୍ଟୀୀଙ୍କ କପ୍ ଫିଲ୍ମର ଭାଗିଦାରା ଦେବାକୁ ଯାଉଛନ୍ତି । ଅଭିନେତ୍ରୀ ଶିଳ୍ପା ଖୁବ୍ ଶୀଘ୍ର ରୋହିତଙ୍କ କପ୍ ଫିଲ୍ମ ଇଣ୍ଡିଆନ୍ ପୋଲିସ ଫୋର୍ସରେ ନଜର ଆସିବେ। ନିକଟରେ ଶିଳ୍ପା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ସିରିଜ୍ କୁ ନେଇ ଫିଲ୍ମରେ ଥିବା ତାଙ୍କର ପ୍ରଥମ ଲୁକ୍ କୁ ସେୟାର କରିଛନ୍ତି । ଫଟୋରେ  ଶିଳ୍ପାଙ୍କ ହାତରେ ବନ୍ଧୁକ ଥିବା ବେଳେ ପଛ ପଟେ ଚଳନ୍ତା ଗାଡିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି ।

ସେପଟେ ଶିଳ୍ପା ରବିବାର ରୋହିତ ସେଟୀଙ୍କ ସହ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଶିଳ୍ପା ରୋହିତଙ୍କ ସହ ସ୍ବାଗ୍ ଆନ୍ଦାଜରେ ଏଣ୍ଟ୍ରି କରିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଏହି ସିରିଜ୍ ରେ 8ଟି ଏପିସୋଡ୍ ରହିଥିବା ବେଳେ ଗୋଲମାଲ୍, ସିଂଘମ୍, ସୂର୍ଯ୍ୟଗଂଶୀ ଭଳି ଫିଲ୍ମ କରିଥିବା ରୋହିତଙ୍କର ଏହା ହେଉଛି ପ୍ରଥମ ଏଟିଟି ଡେବ୍ୟୁ…ସେପଟେ ଶିଳ୍ପାଙ୍କ ଏହି ନୂଆ ଅବତାରରେ ନେଇ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com