ମନୋରଞ୍ଜନ

ଫିଲ୍ମ ‘ଖୋ ଗଏ ହମ କହାଁ’ ପାଇଁ ଚର୍ଚ୍ଚାରେ ଅଛନ୍ତି

ଅନନ୍ୟା ପାଣ୍ଡେ ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ‘ଖୋ ଗଏ ହମ କହାଁ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ର ଖୁବ୍ ଶୀଘ୍ର ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ, ଯେଉଁଥିରେ ସିନ୍ଧାନ୍ତ ଚତୁର୍ବେଦୀ ଏବଂ ଆଦର୍ଶ ଗୌରଭ ମୁଖ୍ୟ ଭୂମିକାରେ ନଜର ଆସିବେ।

ଏହି ଫିଲ୍ମ ୨୬ ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। ଇଭେଣ୍ଟରେ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଥିଲା।

Related Articles

Back to top button