ଅନ୍ୟାନ୍ୟ

ଫୋବର୍‌ସ ମାଗାଜିନ୍‌ ଏହାର ବାର୍ଷିକ ‘୩୦ ଅଣ୍ଡର ୩୦’ ତାଲିକା ପ୍ରକାଶ

ଫୋବର୍‌ସ ମାଗାଜିନ୍‌ ଏହାର ବାର୍ଷିକ ‘୩୦ ଅଣ୍ଡର ୩୦’ ତାଲିକା ପ୍ରକାଶ କରିଛି। ଏଥିରେ କଳା, ଶୈଳୀ, ମିଡିଆ, ମ୍ୟୁଜିକ୍‌ ଓ କ୍ରୀଡ଼ା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ୩୦ ବର୍ଷରୁ କମ୍‌ ବୟସର ଜଣ ପ୍ରଖ୍ୟାତ ବ୍ୟକ୍ତିଙ୍କୁ ସ୍ଥାନ ମିଳିଛି।

ସେମାନଙ୍କ ମଧ୍ୟରେ ଆମେରିକୀୟ ଅଭିନେତ୍ରୀ ତଥା ଟିକ୍‌ ଟକ୍‌ ଇନ୍‌ଫ୍ଲୁଏନ୍ସର ଡାଲାନ୍‌ ମୁଲ୍‌ଭାନି ସ୍ଥାନ ପାଇଛନ୍ତି। ଏହି ଟ୍ରାନ୍ସଜେଣ୍ଡର ଅଭିନେତ୍ରୀ ଗତବର୍ଷ ୨ ନିୟୁତ ଡଲାର ଆୟ କରିଥିଲେ। ମୁଲଭାନି ତାଙ୍କ ‘ଡେଜ୍‌ ଅଫ୍‌ ଗର୍ଲହୁଡ୍‌’ ଟିକ୍‌ ଟକ୍‌ ସିରିଜ ପାଇଁ ବେଶ୍‌ ପରିଚିତ।

Related Articles

Back to top button