ଓଡ଼ିଶା

ସନ୍ଥ କବି ଭୀମ ଭୋଇଙ୍କ ପୀଠ ପରିଦର୍ଶନ କରିବା ପାଇଁ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସନ୍ଥ କବି ଭୀମ ଭୋଇଙ୍କ ପୀଠ ପରିଦର୍ଶନ କରିବା ପାଇଁ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାର୍ଚ୍ଚ ୨ ତାରିଖରେ ସନ୍ଥ କବି ଭୀମ ଭୋଇଙ୍କ ମଧୁପୁର ଜ୍ଞାନ ପ୍ରାପ୍ତି ପୀଠ ଓ କନ୍ଧରା ଦିବ୍ୟ ଜ୍ୟୋତି ଦର୍ଶନ ପୀଠକୁ ଆସିବେ ରାଷ୍ଟ୍ରପତି।

ସେଠାରେ ଆୟୋଜିତ ଧର୍ମ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ମିଳିବା ପରେ ମହିମା ସାଧୁ ସନ୍ଥ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

Related Articles

Back to top button