ଅନ୍ତର୍ଜାତୀୟ

ଆଫଗାନିସ୍ତାନର ତାଲିବାନ ସରକାର ଧୀରେଧୀରେ ଭାରତର ନିକଟତର ହେବାରେ ଲାଗିଛନ୍ତି

ପାକିସ୍ତାନ ଏବଂ ଆଫଗାନିସ୍ତାନର ତାଲିବାନ ସରକାର ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଆଫଗାନିସ୍ତାନର ତାଲିବାନ ସରକାର ଧୀରେଧୀରେ ଭାରତର ନିକଟତର ହେବାରେ ଲାଗିଛନ୍ତି।

ସଂଯୁକ୍ତ ଆରବ ଏମିରେଟ୍ସରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଲିବାନ ସରକାରଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବାର ଏକ ଉଦାହରଣ ଦେଖିବାକୁ ମିଳିଛି। ୟୁଏଇରେ ଥିବା ଭାରତୀୟ ରାଷ୍ଟ୍ରଦୂତ ତାଲିବାନ ରାଷ୍ଟ୍ରଦୂତଙ୍କୁ ଗଣତନ୍ତ୍ର ଦିବସ ପାଳନ ପାଇଁ ନିମନ୍ତ୍ରଣ କରିଥିବା ସୂଚନା ସାମ୍ନାକୁ ଆସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com