Featuredଅନ୍ୟାନ୍ୟ

ଚାରିଧାମ ଯାତ୍ରା ଉପରୁ ହଟିଲା ପ୍ରତିବନ୍ଧକ,ପ୍ରବଳ ବର୍ଷା ଆଶଙ୍କାରେ ଶିକ୍ଷାନୁଷ୍ଠାନ ବନ୍ଦ ।

ଉତ୍ତରାଖଣ୍ଡ ୩୦/ଜୁନ୍ : ସୋମବାର ଗଢଓ୍ଵାଲ ଡିଭିଜନାଲ କମିଶନରଙ୍କ ସୂଚନା ଅନୁଯାୟୀ, ଚାରିଧାମ ଯାତ୍ରା ଉପରେ ଲାଗିଥିବା ୨୪ ଘଣ୍ଟିଆ କଟକଣାକୁ ହଟାଯାଇଛି। ତଥାପି, ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନେ ପାଣିପାଗର ସ୍ଥିତି ଅନୁଯାୟୀ ଯାତ୍ରାକୁ ନିୟନ୍ତ୍ରଣ କରିପାରିବେ। ଉତ୍ତରାଖଣ୍ଡର ୯ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି।ଡେରାଡୁନ, ନୈନିତାଲ, ପୌଡି, ଉତ୍ତରକାଶୀ, ଚମ୍ପାବନ ଆଦି ୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ଉତ୍ତରକାଶୀରେ ବାଦଲଫାଟା ବର୍ଷା ଫଳରେ ୯ ଶ୍ରମିକ ନିଖୋଜ, ତାଙ୍କୁ ମଧ୍ୟରୁ ୨ ମୃତ ଦେହ ଉଦ୍ଧାର ହୋଇଛି। ବନ୍ୟା ଆଶଙ୍କା ଥିବାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com