କ୍ରୀଡ଼ା

ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ

ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇପିଏଲ ୨୦୨୩ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ଏକ ନୂତନ ଭିଡିଓରେ ଆଇପିଏଲ ୨୦୨୪ ନିଲାମ ବିଷୟରେ ବଡ ଭବିଷ୍ୟବାଣୀ କରିଛନ୍ତି।

ଆଇପିଏଲ ଦଳ ପରବର୍ତ୍ତୀ ସିଜିନ୍‌ ପାଇଁ ସେମାନଙ୍କ ଖେଳାଳିଙ୍କୁ ରିଲିଜ୍‌ କରିଛନ୍ତି। ସମସ୍ତ କ୍ରିକେଟ ପ୍ରଶଂସକ ଡିସେମ୍ବର ୧୯ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ନିଲାମକୁ ଅପେକ୍ଷା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com