ଜାତୀୟ

ଯୁକ୍ତରାଷ୍ଟ୍ରର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଜାରି କରିଛି ୧୦ ମୋଷ୍ଟ ୱାଣ୍ଟେଡଙ୍କ ତାଲିକା

ଯୁକ୍ତରାଷ୍ଟ୍ରର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଜାରି କରିଛି ୧୦ ମୋଷ୍ଟ ୱାଣ୍ଟେଡଙ୍କ ତାଲିକା। ଏହି ତାଲିକାରେ ଜଣେ ଭାରତୀୟଙ୍କ ନାଁ ରହିଛି ।

FBI ଏହି ମୋଷ୍ଟ ୱାଣ୍ଟେଡଙ୍କ ଉପରେ ୨କୋଟି ୯୦ଲକ୍ଷ ୨୮ହଜାର ୨୫ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଛି। ସୋସିଆଲ ମିଡିଆ ‘ଏକ୍ସ’ ରେ FBI ଏହି ସୂଚନା ଦେଇଛି। FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅହମ୍ମଦାବାଦର ବିରାମଗାମ ଅଞ୍ଚଳର ଭଦ୍ରେଶ କୁମାର ପଟେଲଙ୍କ ନାମ ରହିଛି।

Related Articles

Back to top button