ଜାତୀୟ

ସାରା ହିମାଚଳ ପ୍ରଦେଶରେ ବରଫ ତାଣ୍ଡବ।

ସାରା ହିମାଚଳ ପ୍ରଦେଶରେ ବରଫ ତାଣ୍ଡବ। ରାଜ୍ଯର ଅଧିକାଂଶ ସ୍ଥାନରେ ଜାରି ରହିଛି ବରଫ ବର୍ଷା। ଆଜି ବି ଲାହୌଲ ସ୍ପିତି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ କଲେଜ। ସେହିପରି ରାଜଧାନୀ ହିମାଚଳ ପ୍ରଦେଶରେ ବି ଜାରି ରହିଛି ତୁଷାର ତାଣ୍ଡବ।

ରାଜପଥ ସମେତ ବିଭିନ୍ନ ଅଞ୍ଚଳରେ ବରଫପାତ ଯୋଗୁଁ ସିମଳାର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ତୁଷାରପାତ ଯୋଗୁ କୁଫ୍ରି, ମସୋବରା, ନରକଣ୍ଡାରେ ବି ଜନଜୀବନ ବାଧାପ୍ରାପ୍ତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com