ଓଡ଼ିଶା

କଟକ ଏସସିବି ମେଡିକାଲରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଉପରେ ଲାଗିଲା ଲଗାମ

କଟକ ଏସସିବି ମେଡିକାଲରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଉପରେ ଲାଗିଲା ଲଗାମ। ଏଣିକି କାର୍ଯ୍ୟରେ ଖିଲାପ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ।

୯ ଜଣ ଅଭିଜ୍ଞ ଡ଼ାକ୍ତରଙ୍କୁ ନେଇ ଏକ ଟିମ ଗଠନ ହେଇଛି। ଏହି ଟିମ୍ ପ୍ରତିଦିନ ୱାର୍ଡ, ଓପିଡି, ଆଇସିୟୁରେ ଡାକ୍ତରଙ୍କ ଉପସ୍ଥାନ ଯାଞ୍ଚ କରିବେ। କାର୍ଯ୍ୟରେ ଖିଲାପ କରିଥିବା ଅନେକ ଡ଼ାକ୍ତରଙ୍କୁ ମଧ୍ୟ ମଗାଗଲା କାରଣ ଦର୍ଶାଅ ନୋଟିସ୍।

Related Articles

Back to top button
WP Twitter Auto Publish Powered By : XYZScripts.com