ରାଜନୀତି

କଂଗ୍ରେସର କୁବେର ନେତା ଧୀରଜ ସାହୁଙ୍କୁ ସମନ କଲା ଇଡି

କଂଗ୍ରେସର କୁବେର ନେତା ଧୀରଜ ସାହୁଙ୍କୁ ସମନ କଲା ଇଡି । ହେମନ୍ତ ସୋରେନଙ୍କ ଦିଲ୍ଲୀ ଘରୁ ଜବତ ବେନାମୀ ବିଏମଡବ୍ଲ୍ୟୁ କାର ଲିଙ୍କରେ ସମନ ହୋଇଛି ।

ଡିସେମ୍ବର ମାସରେ ଆୟକର ବିଭାଗ ଧୀରଜଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା । ଓଡିଶା ସମେତ ବିଭିନ୍ନ ସ୍ଥାନରେ ରେଡ୍ କରି ୩୫୦ କୋଟିରୁ ଅଧିକ ଟଂକା ଜବତ କରିଥିଲା ଆୟକର ବିଭାଗ । ମନି ଲଣ୍ଡରିଂ ମାମଲାରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ। ଧୀରଜ ସାହୁଙ୍କୁ ଶନିବାର ପଚରାଉଚରା ପାଇଁ ଡକାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com