କ୍ରୀଡ଼ା

ରାଜ୍ୟ ସରକାରଙ୍କ କ୍ରୀଡା ଓଯୁବ ବ୍ୟାପର

ରାଜ୍ୟ ସରକାରଙ୍କ କ୍ରୀଡା ଓଯୁବ ବ୍ୟାପର ବିଭାଗ ପକ୍ଷରୁ ଜୟପୁର ଫୁଲବାଡ଼ ଠାରେ ନିର୍ମାଣାଧୀନ ଥିବା ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସ ଆସନ୍ତା ୨୦୨୪ମସିହା ଜାନୁଆରୀ ମାସରେ ଲୋକାର୍ପଣ କରାଯିବ।

ଏହି ଲୋକାର୍ପଣ ଉତ୍ସବରେ ନିଜେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଏବଂ , ୫ଟି ଅଧ୍ୟକ୍ଷ, ରାଜ୍ୟ କ୍ରୀଡାମନ୍ତ୍ରୀ, ରାଜ୍ୟ କ୍ରୀଡାସଚିବ ଆଦି ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏବେ ଠାରୁ ଏହାର ନିର୍ମାଣ କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ସହ ପ୍ରସ୍ତୁତି ଆରମ୍ଭ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com