Featuredଜାତୀୟ

ଭାରତୀୟ ଜିମ୍ନାଷ୍ଟଙ୍କ ଉପରେ ୨୧ ମାସର ବ୍ୟାନ

ନୂଆଦିଲ୍ଲୀ: ଭାରତୀୟ ଜିମନାଷ୍ଟ ଦୀପା କର୍ମକାରଙ୍କୁ  ୨୧ ମାସ ପାଇଁ  ବ୍ୟାନ କଲା ଇଣ୍ଟରନାସନାଲ ଟେଷ୍ଟିଂ ଏଜେନ୍ସି   । ଡୋପ୍ ଟେଷ୍ଟ ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଆଇଟିଏ । ବର୍ଷେ ୯ ମାସ ଯାଏ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେନି ଦୀପା । ୧୧ ଅକ୍ଟୋବର ୨୦୨୧ରେ ହୋଇଥିବା ଆଣ୍ଟି ଡୋପିଂ ଟେଷ୍ଟରେ ଦୀପାଙ୍କୁ ବାସନ୍ଦ କରାଯାଇଛି । ୧୦ ଜୁଲାଇ ୨୦୨୩ ଯାଏ ତାଙ୍କ ଉପରେ କଟକଣା ଜାରି ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com