ଅନ୍ତର୍ଜାତୀୟ

ପାକିସ୍ତାନରେ ରହୁଥିବା ଚାଇନା ଅଧିକାରୀଙ୍କୁ ଧମକ ଦେଉଥିବା ବାଲୁଚିସ୍ତାନ ଲିବରେସନ ଆର୍ମି ଏକ ଭିଡିଓ ଜାରି କରିଛି

ପାକିସ୍ତାନରେ ରହୁଥିବା ଚାଇନା ଅଧିକାରୀଙ୍କୁ ଧମକ ଦେଉଥିବା ବାଲୁଚିସ୍ତାନ ଲିବରେସନ ଆର୍ମି ଏକ ଭିଡିଓ ଜାରି କରିଛି। ତାଙ୍କ ବାସଭବନରେ ଆତ୍ମଘାତୀ ଆକ୍ରମଣ ହେବାର ଚେତାବନୀ ଦିଆଯାଇଛି।

ଭିଡିଓ ରିଲିଜ କରି ଚାଇନା ରାଷ୍ଟ୍ରପତି ଏବଂ ପାକିସ୍ତାନୀ ଜେନେରାଲଙ୍କୁ ଧମକ ଦିଆଯାଇଛି। ଗତ କିଛି ଦଶନ୍ଧି ଧରି ବାଲୁଚିସ୍ତାନର ସ୍ବାଧୀନତାର ଚାହିଦା ପାଇଁ କ୍ରମାଗତ ଭାବେ ସଂଗ୍ରାମ କରୁଥିବା ବାଲୁଚିସ୍ତାନ ଲିବରେସନ ଆର୍ମି ଏକ ନୂତନ ଭିଡିଓ ଜାରି କରିଛି।

Related Articles

Back to top button