ଅନ୍ତର୍ଜାତୀୟ

କୁଏତର ଶାସକ ଶେଖ ଅଲ ଅହମଦ ଅଲ ସବାଙ୍କ ଦେହାନ୍ତ ହୋଇଛି

କୁଏତର ଶାସକ ଶେଖ ଅଲ ଅହମଦ ଅଲ ସବାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କୁଏତ ଟିଭି ଚ୍ୟାନେଲ ପକ୍ଷରୁ ଏପରି ଘୋଷଣା କରାଯାଇଛି।

ଏହି ଖବର ପ୍ରକାଶ କରିବା ପୂର୍ବରୁ ଟିଭିରେ କୁରାନିକ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା। ଏହାପରେ ଶେଖ ନୱାଫଙ୍କ ଦେହାନ୍ତ ଖବର ପୂରା ବିଶ୍ୱକୁ ଦିଆଯାଇଥିଲା। ୨୦୨୦ରେ ଶେଖ ସବା ଅଲ ଅହମଦ ସବାଙ୍କ ମୃତ୍ୟୁ ପରେ ଶେଖ ନୱାଫ ଅଲ ଅହମଦ ଅଲ ସବା କୁଏତର ଶାସକ ଭାବେ ଶପଥ ନେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com