କ୍ରୀଡ଼ା

ଭାରତୀୟ କ୍ରିକେଟ ଦଳ ପୁଣି ଥରେ ତିନୋଟି ଫର୍ମାଟରେ ବିଶ୍ୱର ଏକ ନମ୍ବର ଦଳ ହେବାକୁ ଯାଉଛି

ଭାରତୀୟ କ୍ରିକେଟ ଦଳ ପୁଣି ଥରେ ତିନୋଟି ଫର୍ମାଟରେ ବିଶ୍ୱର ଏକ ନମ୍ବର ଦଳ ହେବାକୁ ଯାଉଛି। ଟିମ ଇଣ୍ଡିଆ ପୂର୍ବରୁ ଦିନିକିଆ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ଏକ ନମ୍ବରରେ ଅଛି।

ବର୍ତ୍ତମାନ ଭାରତୀୟ ଦଳ ମଧ୍ୟ ଟେଷ୍ଟରେ ନମ୍ବର-୧ ହେବାକୁ ଯାଉଛି। ଆଇସିସି ଦୀର୍ଘ ଦିନ ହେବ ଟେଷ୍ଟ ଦଳର ର଼୍ୟାଙ୍କିଙ୍ଗ ଅପଡେଟ କରିନାହିଁ। ଆଇସିସି ଦଦ୍ୱାରା ର଼୍ୟାଙ୍କିଙ୍ଗ ଅପଡେଟ ହେଲେ, ଭାରତ ମଧ୍ୟ ଟେଷ୍ଟରେ ଏକ ନମ୍ବର ହେବ ନିଶ୍ଚିତ। ଭାରତୀୟ ଦଳ ଟେଷ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି।

Related Articles

Back to top button