ଜାତୀୟ

କମ୍ପାସରେ ୧୦୮ ଥର ଆକ୍ରମଣ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ବିବ୍ରତ କଲାପରି ମାମଲା ସାମ୍ନାକୁ ଆସିଛି । ଏକ ଘରୋଇ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ଖେଳିବାବେଳେ ଝଗଡା ହୋଇଥିଲା ।

ଝଗଡା ସମୟରେ ତିନିଜଣ ଛାତ୍ର ସେମାନଙ୍କର ଜଣେ ସହପାଠୀଙ୍କୁ କମ୍ପାସରେ ୧୦୮ ଥର ଭୂଷି ଦେଇଥିଲେ। ତାପରେ ସେମାନେ ସହପାଠୀକୁ ବିଧା ଗୋଇଠା ମାରି ଚାଲିଥିଲେ । ପୀଡିତ ଛାତ୍ରଙ୍କ ପିତାଙ୍କ ଅଭିଯୋଗକ୍ରମେ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com