ଅନ୍ତର୍ଜାତୀୟ

ଭାରତ ନୁହେଁ ପୁରା ବିଶ୍ୱ ପାର୍ଇ ୨୦୨୪ ହେଉଛି ନିର୍ବାଚନର ବର୍ଷ

ନିର୍ବାଚନର ବର୍ଷ ହେଉଛି ୨୦୨୪। କେବଳ ଭାରତ ନୁହେଁ ପୁରା ବିଶ୍ୱ ପାର୍ଇ ୨୦୨୪ ହେଉଛି ନିର୍ବାଚନର ବର୍ଷ। ଚଳିତ ବର୍ଷ ୭୦ରୁ ଅଧିକ ଦେଶରେ ନିର୍ବାଚନ ହେବାକୁ ଯାଉଛି,ଯେଉଁଥିରେ ୪୦୦ କୋଟିରୁ ଅଧିକ ଲୋକ ଭୋଟଦାନ କରିବେ।

ଏସିଆରୁ ଆଫ୍ରିକା ଏବଂ ୟୁରୋପ ଯାଏଁ ପ୍ରାୟ ସବୁ ମାହାଦ୍ୱୀପ ନିର୍ବାଚନ ମୋଡରେ ରହିବେ। ୨୭ଦେଶ ବିଶିଷ୍ଟ ୟୁରୋପୀୟ ୟୁନିଅନ ମଧ୍ୟ ନିର୍ବାଚନ ରଙ୍ଗରେ ରଙ୍ଗୀନ ହେବାକୁ ଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com