ଜାତୀୟଭାଇରାଲ୍ ଭିଡିଓ

ଭାରତକୁ ଆବଶ୍ୟକ ନାହିଁ ରୋବଟିକ୍ ଅଟୋମେସନ

ବର୍ତ୍ତମାନ ଟେକ୍ନୋଲୋଜିର ସମୟ ଚାଲିଥିବା ସମୟରେ ଭାରତକୁ ରୋବୋଟିକ୍ ଅଟୋମେସନ୍ ଦରକାର ନାହିଁ। ଯାହାର ପ୍ରମାଣ ଏହି ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳେ । ଭିଡ଼ିଓରେ ଉତ୍ତମ ସମନ୍ନବୟ ରଖି କିଛି ଲୋକ କାମ କରୁଥିବା ଦେଖାଯାଏ । ଜଣେ ବ୍ୟକ୍ତି ଅଖା ଭିତରେ କୋବି ଭର୍ତ୍ତି କରିବା ପୂର୍ବରୁ ଆଉ ଜଣେ ବ୍ୟକ୍ତି ଏହାର ଅତିରିକ୍ତ ଡ଼ାଳ ଏବଂ ପତ୍ରକୁ କାଟିଥାନ୍ତି । କିନ୍ତୁ ତାଙ୍କର କାର୍ଯ୍ୟ କରିବାର ଗତି ଏତେ ଅଧ୍‌ôକ ରହିଛି ଯାହା ଏକ ରୋବଟ୍‌କୁ ମଧ୍ୟ ପଛରେ ପକାଇ ଦେବ । ତେବେ ଭାଇରାଲ ହେଉଥିବା ଏହି ଭିଡିଓରେ ୧ ମିଲିୟନ୍ ଭ୍ୟୁ ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com