ଜାତୀୟ

ଲକ୍ଷ ଲକ୍ଷ ଭାରତୀୟ ୟୁଜର୍ସଙ୍କ ଉପରେ ସାଇବର ଠକେଇର ବିପଦ ରହିଛି

ଲକ୍ଷ ଲକ୍ଷ ଭାରତୀୟ ୟୁଜର୍ସଙ୍କ ଉପରେ ସାଇବର ଠକେଇର ବିପଦ ରହିଛି । କଂଜ୍ୟୁମର ବ୍ରାଣ୍ଡ ବୋଟ ର ଲକ୍ଷ ଲକ୍ଷ ୟୁଜର୍ସଙ୍କ ଡାଟା ଡାର୍କ ୱେବରେ ଦେକିବାକୁ ମିଳିଛି ।

ଯେଉଁଥିରେ ପ୍ରାଇଭେଟ ସୂଚନାମାନ ସାମିଲ ରହିଛି । ରିପୋର୍ଟ ମୁତାବକ ହାରାହାରି ୭.୫ ମିଲିୟନ ଅର୍ଥାତ ୭୫ ଲକ୍ଷ ୟୁଜର୍ସଙ୍କ ଡାଟା ଡାର୍କ ୱେବରେ ମିଳିଛି । ଯେଉଁଥିରେ ୟୁଜର୍ସଙ୍କ ନାମ, ଠିକଣା, ଫୋନ ନମ୍ବର, ଇମେଲ ଆଇଡି, କଷ୍ଟମର ଆଇଡି ଇତ୍ୟାଦି ସାମିଲ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com