ମନୋରଞ୍ଜନ

ନିଜ ମୃତ୍ୟୁ ସଂକ୍ରାନ୍ତ ମିଥ୍ୟା ସମ୍ବାଦ ପ୍ରସାର କରିଥିବା କାରଣରୁ ମ‌େଡେଲ୍‌ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ଉପରେ ମୁମ୍ବାଇ ପୁଲିସ ବିହିତ କାର୍ଯ୍ୟାନୁଷ୍ଠାନ

ନିଜ ମୃତ୍ୟୁ ସଂକ୍ରାନ୍ତ ମିଥ୍ୟା ସମ୍ବାଦ ପ୍ରସାର କରିଥିବା କାରଣରୁ ମ‌େଡେଲ୍‌ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ଉପରେ ମୁମ୍ବାଇ ପୁଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଶନିବାର ଦିନ ମହାରାଷ୍ଟ୍ର ବିଧାନ ପରିଷଦ୍‌ର ସଦସ୍ୟ ସତ୍ୟଜିତ ତାମ୍ବେ ଦାବି କରିଛନ୍ତି।

ତେବେ ସର୍ଭିକାଲ୍‌ କର୍କଟରୋଗରେ ପୁନମଙ୍କର ମୃତ୍ୟୁ ଘଟିଛି ବୋଲି ଖବର ପ୍ରସାରିତ ହେବା ପରେ ଏ ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ବିତର୍କ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com