ଭୁବନେଶ୍ୱର: ବଦଳିବ ମନମୋହନଙ୍କ ପଦବୀ । ରାଜ୍ୟ ବିଜେପି ପାଇବ ନୂଆ ସଭାପତି । ବର୍ଷ ପହିଲାରେ ହେବ ନୂଆ ସଭାପତିର ଚୟନ । ଜାନୁଆରୀରେ ହେବ ନୂଆ ରାଜ୍ୟ ସଭାପତି ପାଇଁ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।