ମନୋରଞ୍ଜନ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ପ୍ରେମିକା ଥିବା କୁହାଯାଏ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ପ୍ରେମିକା ଥିବା କୁହାଯାଏ। ସୁକେଶ ଲଗାତର ଭାବେ ଚିଠି ପଠାଇ ଧମକ ଦେଉଥିବାରୁ ନିକଟରେ ଜ୍ୟାକ୍‌ଲିନ୍‌ ପୋଲିସର ଦ୍ୱାରସ୍ଥ ହୋଇଥିଲେ।

ଏବେ ଏହି ମାମଲା ନୂଆ ମୋଡ଼ ନେଇଛି। ଜ୍ୟାକ୍‌ଲିନ୍‌ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରାଙ୍କ ନିକଟରେ ସୁକେଶଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏବେ ସେ ଏହି ଅଭିଯୋଗକୁ ଉଠାଇ ନେଇଛନ୍ତି।

Related Articles

Back to top button