ଓଡ଼ିଶା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼, ଜଣେ ମୃତ

ପୋଲସରା() ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅଧୀନସ୍ଥ ରାମ୍ପୁଡି ଗାଁରେ ଗତକାଲି ରାତିରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମ୍ପୁଡ଼ି ଗାଁର କାର୍ତ୍ତିକେଶ୍ୱର ଶବ। ତାଙ୍କୁ ୩୫ ବର୍ଷ ହୋଇଥିଲା। ଏହି  ଘଟଣାରେ ପୁଲିସ ଲଡୁ ଶବରଙ୍କୁ ପୋଲସରା ଥାନାରେ ଅଟକ ରଖି  ପଚରାଉଚରା  କରୁଛି।

ଲଡୁ ଶବରଙ୍କ ଝିଅ କହିଛନ୍ତି,  ମୋ ବାପା ନିଦ୍ଦୋର୍ଶ । ତାଙ୍କୁ ବିନା ଦୋଷରେ ପୁଲିସ ଥାନାକୁ ନେଇଛି। ମୋ ବାପା ସେମିତି ଭୁଲ କାମ କରି   ନ ଥିବେ।କାର୍ତ୍ତିକେଶ୍ୱରଙ୍କ ଅନ୍ୟ କାହା ସହିତ ଶତ୍ରୁତା  ଥାଇ ପାରେ। ମୋ ବାପା ତାଙ୍କୁ ହତ୍ୟା କରି ନାହାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com