ଜାତୀୟ

ରିଜର୍ଭ ବ୍ୟାଙ୍କ ପେଟିଏମ ପେମେଣ୍ଟସ ବ୍ୟାଙ୍କ ବିରୋଧରେ ବ୍ୟାନ୍ ଆଦେଶ ଜାରି କରିଛି

ରିଜର୍ଭ ବ୍ୟାଙ୍କ ପେଟିଏମ ପେମେଣ୍ଟସ ବ୍ୟାଙ୍କ ବିରୋଧରେ ବ୍ୟାନ୍ ଆଦେଶ ଜାରି କରିଛି । ଆସନ୍ତା ଫେବୃଆରୀ ୨୯ ତାରିଖରୁ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡକୁ କୌଣସି କଷ୍ଟମର ଆକାଉଣ୍ଟ, ପ୍ରିପେଡ, ୱାଲେଟ ଏବଂ ଫାଷ୍ଟାଗ୍ରେ ଡିପୋଜିଟ କିମ୍ବା ଟପ୍-ଅପ୍ ସ୍ୱୀକାର କରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି।

ତେବେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ କମ୍ପାନୀକୁ ନେଇ ଆଉ ଏକ ବଡ଼ ଅପଡେଟ ଦେଇଛି । ୨୯ ତାରିଖ ପରେ ମଧ୍ୟ ପେଟିଏମ ଆପ୍ ବନ୍ଦ ହେବନାହିଁ ବୋଲି କହିଛି ଆରବିଆଇ ।

Related Articles

Back to top button
WP Twitter Auto Publish Powered By : XYZScripts.com