ଅନ୍ୟାନ୍ୟ

ଖେଳାଳୀ ନିଲାମ ଆରମ୍ଭ: ଧାୱନଙ୍କୁ ୮.୨୫ କୋଟିରେ ନେଲା ପଞ୍ଜାବ

ନୂଆଦିଲ୍ଲୀ() ଆଇପିଏଲ୍ ପାଇଁ ଖେଳାଳୀ ନିଲାମ ଆରମ୍ଭ ହୋଇଯାଇଛି । ଶିଖର ଧାୱନ୍ ଙ୍କୁ ନେଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ । ୮ କୋଟି ୨୫ ଲକ୍ଷ ଟଙ୍କାରେ ଧାୱନ୍ ଙ୍କୁ ନେଲା ପଞ୍ଜାବ । ସେପଟେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଙ୍କୁ ୫ କୋଟିରେ ନେଲା ରାଜସ୍ଥାନ ରୟାଲ୍ସ । ପ୍ୟାଟ୍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷ ଟଙ୍କାରେ ନେଇଛି କୋଲକାତା ।

Related Articles

Back to top button
WP Twitter Auto Publish Powered By : XYZScripts.com