ଓଡ଼ିଶା

ଟୋକନ୍ ଲାପ୍ସ ପରେ ତାତିଲେ ଚାଷୀ, ରାଜପଥରେ ଧାନ ବସ୍ତା ରଖି ଅବରୋଧ

ପାଟଣା() ୨୨୦ ନମ୍ବର ଜାତୀୟ ରାଜପଥକୁ ଉଦୟପୁର ଛକ ନିକଟରେ ଅବରୋଧ କଲେ ଚାଷୀ । ସାହାରପଡ଼ା ଲ୍ୟାମ୍ପସରେ ଧାନ କିଣାରେ ଅବ୍ୟବସ୍ଥା ଯୋଗୁ ଚାଷୀଙ୍କ ଟୋକନ୍ ଲାପ୍ସ ପରେ ତାତିଲେ ଚାଷୀ । ରାଜପଥ ଉପରେ ଧାନ ବସ୍ତା ରଖି  ଉତ୍ୟକ୍ତ ଚାଷୀଙ୍କ ରାଜପଥ ଅବରୋଧ । ଅବରୋଧ ଯୋଗୁଁ ପାଟଣା କରଞ୍ଜିଆ ଓ ସାହାରପଡା ଉଦୟପୁର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉଭୟ ପାର୍ଶ୍ଵରେ ଅଟକି ରହିଛି ଗାଡି ମଟର । ଚାଷୀଙ୍କ ସହ ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତଙ୍କ ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାଏକ ସାମିଲ ।

Related Articles

Back to top button
WP Twitter Auto Publish Powered By : XYZScripts.com