ଅନ୍ତର୍ଜାତୀୟ

ଆମେରିକା ଆକ୍ରମଣରେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ କାତାଏବ ହେଜବୁଲ୍ଲାର ଜଣେ କମାଣ୍ଡର ଆବୁ ବାଗିର ଅଲ-ସାଦିଙ୍କ ମୃତ୍ୟୁ

ଆମେରିକା ଆକ୍ରମଣରେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ କାତାଏବ ହେଜବୁଲ୍ଲାର ଜଣେ କମାଣ୍ଡର ଆବୁ ବାଗିର ଅଲ-ସାଦିଙ୍କ ମୃତ୍ୟୁ । ଆମେରିକୀୟ ସୈନ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଇରାକ ସ୍ଥିତ ସଂଗଠନର ଆଡ୍ଡା ସ୍ଥଳୀ ଉପରେ ଆକ୍ରମଣ କରିଥିଲା ଆମେରିକା ।

ଆମେରିକା ମିଲିଟାରୀ ପକ୍ଷରୁ କୁହାଯାଇଛି, ଆମେରିକୀୟ ବାହିନୀ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସିଧାସଳଖ ସମ୍ପୃକ୍ତ ଥିଲା ହେଜବୁଲ୍ଲା କମାଣ୍ଡର ।

Related Articles

Back to top button
WP Twitter Auto Publish Powered By : XYZScripts.com