ଅନ୍ତର୍ଜାତୀୟଜାତୀୟ

ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ରୂପେ ବଞ୍ଚିଗଲେ ଡ୍ରାଇଭର; ସୋସିଆଲ ସାଇଡରେ ଭିଡିଓ ଭାଇରାଲ

ବ୍ରାଜିଲ: ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଆପଣ ମଧ୍ୟ ଭାବିବେ ଯେ ଆପଣ ପୂର୍ବରୁ ଏପରି ହିଟ୍ ଏବଂ ରନ୍ କେସ୍ ଦେଖି ନାହାଁନ୍ତି | ଅନେକ ଥର  ବଡ ବଡ ଦୁର୍ଘଟଣା ହୁଏ କିନ୍ତୁ ଏଥି ମଧ୍ୟରୁ ଏମିତି କିଛି ଦୁର୍ଘଟଣା ଥାଏ ଯେଉଁଥିରେ ଦୁର୍ଘଟଣା ପରେ ମଧ୍ୟ ଡ୍ରାଇଭର ସମ୍ପୂର୍ଣ୍ଣ ରୂପେ ବଞ୍ଚିଥାଏ । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ବ୍ରାଜିଲର ସାଓ ପାଉଲୋ ସହରରେ । ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ, ଆପଣ ଦେଖିପାରିବେ ଯେ ଏକ କାର ରାସ୍ତାରେ ଦ୍ରୁତ ଗତିରେ ଯାଉଛି ଏବଂ ଗୋଟିଏ ବାଇକକୁ କିପରି ଟାଣି ନେଉଛି  । ସେପଟେ ବାଇକ ଚାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com