ଅନ୍ତର୍ଜାତୀୟ

ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସାମ୍ନାରେ ଏବେ ଅନେକ ସମସ୍ୟା

ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସାମ୍ନାରେ ଏବେ ଅନେକ ସମସ୍ୟା ମୁଣ୍ଡ ଟେକି ଛିଡା ହେବାରେ ଲାଗିଛି । ଆଜିକାଲି ସେ ନିଜ ପାର୍ଟିକୁ ଏକଜୁଟ କରିବାକୁ ଚେଷ୍ଟାରେ ବ୍ୟସ୍ତ ଅଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ସମୟରେ ସୁନକ ନିଜ କ୍ୟାରିଅରର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । କରୋନା ନିୟମ ଉଲ୍ଲଂଘନ ପାଇଁ ତାଙ୍କ ବିରୋଧରେ ମାମଲା ମଧ୍ୟ ବିଚାରାଧୀନ ଅଛି । ଯେଉଁ କାରଣରୁ ବୋରିସ୍ ଜନସନଙ୍କୁ କ୍ଷମତା ହରାଇବାକୁ ପଡିଥିଲା । ଏମାନଙ୍କ ବ୍ୟତୀତ ଦଳର ନେତାମାନେ ମଧ୍ୟ ତାଙ୍କ ଶରଣାର୍ଥୀ ସମ୍ବନ୍ଧୀୟ ବିଲ୍ ଉପରେ ଏକମତ ହୋଇପାରୁନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com