ଓଡ଼ିଶା

STF କବ୍‌ଜାରେ ହାତୀ ଦାନ୍ତ ବେପାରୀ, ୫ କେଜିରୁ ଅଧିକ ଓଜନ ହେବ ୨ଟି ହାତୀ ଦାନ୍ତ

ଭୁବନେଶ୍ୱର() ଏସ୍‌ଟିଏଫ୍‌ କବ୍‌ଜାରେ ହାତୀ ଦାନ୍ତ ଚୋରା ଚାଲାଣକାରୀ । ଦୁଇଟି ହାତୀ ଦାନ୍ତ ଜବତ ହୋଇଛି । ଯାହାର ଓଜନ ୫କେଜି ୬୬୨ ଗ୍ରାମ ହେବ ବୋଲି ଜଣାପଡିଛି ।

ସେହିପରି ଘଟଣାରେ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । କେନ୍ଦୁଝର ଜିଲ୍ଲା କରଞ୍ଜିଆ ବନ ବିଭାଗ ସହାୟତାରେ କରଞ୍ଜିଆ ରାସ୍ତାର ପତୁଙ୍ଗ ଗାଁ ରାସ୍ତା କଡରେ ଡିଲ ବେଲବ ରମାକାନ୍ତ ପ୍ରଧାନକୁ ଗିରଫ କରିଛି ଏସ୍‌ଟିଏଫ୍‌ ଟିମ । ଗତ ଏକ ବର୍ଷ ମଧ୍ୟରେ ଏସଟିଏଫ ୨୫ଟି ବାଘ ଛାଲ , ୧୫ ଟି ହାତୀ ଦାନ୍ତ , ୭ଟି ହରିଣ ଚମଡା , ୧୧ଟି ଜୀବନ୍ତ ବଜ୍ରକାପ୍ତା , ୧୯ କିଲୋ ୫୦୦ ଗ୍ରାମ ବଜ୍ରକାପତା କାତି , ୨ଟି ବାଘ ଦାନ୍ତ , ୨୯ଟି ବାଘ ନଖ ,  ୪୬ଜୀବନ୍ତ ଶୁଆ ଉଧାର ସହ ୫୯ ଜଣଙ୍କ ଗିରଫ କରିଛି ଏସ୍‌ଟିଏଫ୍‌ ।

Related Articles

Back to top button
WP Twitter Auto Publish Powered By : XYZScripts.com