ଅନ୍ୟାନ୍ୟ

ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ସପ୍ତମ ଦିନ

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନ ରାଜଧାନୀ କିଭ ନିକଟତର ହେବାରେ ଲାଗିଛନ୍ତି ରୁଷ ସେନା । ଖାରକିଭରେ ଠୁଳ ହେଉଛନ୍ତି ରୁଷିଆ ସେନା । ଖାରକିଭରେ ରୁଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି । ଖାରକିଭରେ ହସ୍ପିଟାଲ ଉପରକୁ ରୁଷିଆ ସେନା ଆକ୍ରମଣ କରିଛି ।
ଏହାରି ମଧ୍ୟରେ ଏୟାରଷ୍ଟ୍ରାଇକ ହୋଇଥିବା ଖାରକିଭ ସହରର ପହଞ୍ଚିସାରିଛନ୍ତି ରୁଷର ଲ୍ୟାଣ୍ଡିଂ ଫୋର୍ସ । ସେଠାରେ ରୁଷ ସୈନିକ ଓ ୟୁକ୍ରେନ ଯୁଦ୍ଧବିମାନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଖାରକିଭରେ ମିସାଇଲ ମାଡ଼ କରିଚାଲିଛି ରୁଷ । ଖାରକିଭରେ ହସ୍ପିଟାଲ ଉପରକୁ ରୁଷିଆ ସେନା ଆକ୍ରମଣ କରିଛନ୍ତି । ମୋବାମାଡ଼ରେ ୟୁକ୍ରେନ ମିଲିଟାରୀ ହସ୍ପିଟାଲ ଧ୍ୱଂସ ହୋଇଥିବା ସୂଚନା ମିଳିଛି । ଯୁଦ୍ଧ ମଧ୍ୟରେ ୭ ଲକ୍ଷ ଲୋକ ୟୁକ୍ରେନ ଛାଡିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com