କ୍ରୀଡ଼ା

ଭାରତ-ଶ୍ରୀଲଙ୍କା ଟେଷ୍ଟ Day 2: ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ବ୍ୟାଟ୍‌ ପରେ ବଲ୍‌ରେ କମାଲ କଲେ ଜାଡେଜା

ମୋହାଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲୀ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଟିମ୍‌ ଇଣ୍ଡିଆ । ଦ୍ବିତୀୟ ଦିନରେ ଭାରତ ୫୭୪/୮ରେ ପାଳି ଘୋଷଣା କରିବା ପରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଶ୍ରୀଲଙ୍କା । ତେବେ ଭ୍ରମଣକାରୀ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଫଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ଓ୍ବିକେଟ୍ ହରାଇ ୧୦୮ ରନ ସଂଗ୍ରହ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com