କ୍ରୀଡ଼ା

ମୁମ୍ବାଇ ଇଣ୍ଡିଆନ୍ସର ଆଗାମୀ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ସହ ରହିଛି

ମୁମ୍ବାଇ ଇଣ୍ଡିଆନ୍ସର ଆଗାମୀ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ସହ ରହିଛି । ଏହି ମ୍ୟାଚ୍ ରବିବାର ଖେଳାଯିବ । ସୂର୍ଯ୍ୟକୁମାର ଏହି ମ୍ୟାଚ୍ ପୂର୍ବରୁ ଜୋରଦାର ଅଭ୍ୟାସ କରିବା ଆରମ୍ଭ କରି ଦେଇଛନ୍ତି ।

ତେବେ ସେ ଏହି ଅଭ୍ୟାସ ସମୟରେ କ୍ୟାମେରା ଭାଙ୍ଗି ଦେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ୍ସରେ ଏକ ଭିଡିଓ ସେୟାର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com