ଜାତୀୟ

ଅମୃତସର ‘ବିଏସ୍‌ଏଫ୍‌’ ମେସ୍‌ରେ ଗୁଳିକାଣ୍ଡ: ଜଣେ ଯବାନ୍‌ ନିହତ: ୧୦ଜଣ ଯବାନ୍‌ ଆହତ

ଅମୃତସର: ଅମୃତସରର ଖାସାରେ ଥିବା ‘ବିଏସ୍‌ଏଫ୍‌’ ମୁଖ୍ୟାଳୟ ମେସ୍‌ରେ ଆଜି ଗୁଳିକାଣ୍ଡ ଘଟି ଜଣେ ଯବାନ୍‌ ନିହତ ହୋଇଛନ୍ତି ଏବଂ ଆଉ ୧୦ଜଣ ଯବାନ୍‌ ଆହତ ହୋଇଛନ୍ତି।

କଟପ୍ପା ନାମକ ଜଣେ କନେଷ୍ଟବଳ ‘ବିଏସ୍‌ଏଫ୍‌’ ମେସ୍‌ ଭିତରେ ନିର୍ବିଚାର ଭାବେ ଗୁଳି ଚଳାଇଥିବା ଜଣାପଡ଼ିଛି।

ଚିକିତ୍ସା ନିମନ୍ତେ ସମସ୍ତ ଆହତଙ୍କୁ ଗୁରୁ ନାନକ ଦେବ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।  ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com