ଓଡ଼ିଶା

ଦଳ ଗଡ଼ିଆରେ ବୁଡି ୯ ବର୍ଷୀୟା ବାଳିକାଙ୍କ ମୃତ୍ୟୁ

ସୋର() ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ଅଧିନସ୍ଥ ଡାଲଙ୍ଗ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ ତୃତୀୟ ଶ୍ରେଣୀର ଛାତ୍ରୀ କୌଶଲ୍ୟା ବେହେରା (୯) ସୂଚନା ମୁତାବକ ସୋମବାର ସକାଳ ୧୦ ଟାରୁ ନିଖୋଜ ଥିଲେ। ଗାଁ ଲୋକ ଓ ଘର ଲୋକ କୌଶଲ୍ୟାଙ୍କୁ ବହୁ ଖୋଜି ଖୋଜା କରିବା ପରେ ମଧ୍ୟ କୌଶଲ୍ୟା ମିଳି ନଥିଲେ।

ଆଜି କୌଶଲ୍ୟାଙ୍କ ମୃତ ଦେହ ଦଳ ଗଡ଼ିଆରେ ଭାସୁଥିବା ଦେଖିବାକୁ ମିଳିଥିଲା l ଗାଁ ଲୋକେ ଏବଂ ଘର ଲୋକ ଖଇରା ଥାନା ଫୋନ ଯୋଗେ ଯୋଗାଯୋଗ କରିଥିଲେ l ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୈଶ୍ୟାଲାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏନେଇ କୈଶ୍ୟାଲା ପରିବାରର ଓ ଗାଁ ଲୋକ ମଧ୍ୟରେ ଶୋକର ଛାୟା ଖେଳିଯାଇଛି

Related Articles

Back to top button
WP Twitter Auto Publish Powered By : XYZScripts.com