ଜାତୀୟ

କେଜ୍ରିୱାଲଙ୍କ ଦ୍ୱାରା ଦିଲ୍ଲୀ ରାୱଜ ଏଭିନ୍ୟୁ କୋର୍ଟରେ ଇଡି ରିମାଣ୍ଡ ରଦ୍ଦ କରିବା ନେଇ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି

କେଜ୍ରିୱାଲଙ୍କ ଦ୍ୱାରା ଦିଲ୍ଲୀ ରାୱଜ ଏଭିନ୍ୟୁ କୋର୍ଟରେ ଇଡି ରିମାଣ୍ଡ ରଦ୍ଦ କରିବା ନେଇ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଏହାସହ ଇଡିର ଆବେଦନକୁ ଗ୍ରହଣ କରି କୋର୍ଟ କେଜ୍ରୱାଲଙ୍କୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଇଡିର ହେପାଜତକୁ ପଠାଇ ଦେଇଛନ୍ତି ।

ହେଲେ ଯେତେବେଳେ ଇଡି କୋର୍ଟରେ କେଜ୍ରିୱାଲଙ୍କୁ ଦ୍ୱିତୀୟ ଥର ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ, ଏହା ଉପରେ ପ୍ରତିକ୍ରିୟା ରଖିଥିଲେ କେଜ୍ରିୱାଲ ।

Related Articles

Back to top button