Featuredଓଡ଼ିଶା

ବାଲିଯାତ୍ରାରେ କିଣାକିଣି ସାଙ୍ଗକୁ ବୁଲାବୁଲି ସହ ଚଟପଟା ଖାଦ୍ୟର ମଜା

ବାଲିଯାତ୍ରାରେ କିଣାକିଣି ସାଙ୍ଗକୁ ବୁଲାବୁଲି ସହ ଚଟପଟା ଖାଦ୍ୟର ମଜା ନେଉଛନ୍ତି ଲୋକେ। ବାଲିଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ସାଙ୍ଗରେ ଅଧିକ ପଇସା ନ ଆଣି ଅନଲାଇନ୍ ପେମେଣ୍ଟ କରିବାକୁ କମିଶନରେଟ୍ ପୁଲିସ୍ ଲୋକଙ୍କୁ ସଚେତନ କରିଛି। ହେଲେ ମୋବାଇଲାକୁ ନେଟୱର୍କ ଆସୁନଥିବାରୁ ଚିନ୍ତାରେ ଦର୍ଶକ।

ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେଉଥିବା ବେଳେ ମୋବାଇଲ ନେଟୱର୍କ କାମ କରୁ ନଥିବାରୁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଦର୍ଶକ।

Related Articles

Back to top button