ଓଡ଼ିଶା

ସଂପର୍କରେ ଲାଗିଲା ରକ୍ତର ଛିଟା, ମାଆକୁ ହତ୍ୟା କଲା ପୁଅ

ପୁରୀ : ପୁରୀ ବାଲିଘାଟ ସୁଭଦ୍ରା ନଗରରେ ଅଭାବନୀୟ ଘଟଣା ଘଟିଛି । ଜନ୍ମକଲା ମାଆକୁ ହତ୍ୟା କରିଛି ପୁଅ । ମାଆକୁ ମାରିବା ସହ ପରିବାରର ଆଉ ୪ ଜଣଙ୍କୁ ସଦସ୍ୟଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ବୁନିଲତା ଦୀକ୍ଷିତ ।

ତେବେ ପରିବାରର ଅନ୍ୟ ତିନିଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସଂପର୍କରେ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି । ଅତିରିକ୍ତ ଏସ୍ପି ଓ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com