ଜାତୀୟବାଣିଜ୍ୟ

ସପ୍ତାହକ ମଧ୍ୟରେ ଆଜି ଷଷ୍ଠ ଥର ପାଇଁ ବଢିଲା ପେଟ୍ରୋଲ ଓ ଡିଜେଲ ଦର !

ଭୁବନେଶ୍ୱର : ସପ୍ତାହକ ମଧ୍ୟରେ ଆଜି ଷଷ୍ଠ ଥର ପାଇଁ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ-ଡିଜେଲ ଲିଟର ପିଛା ୩୦ ପଇସା ରୁ ଅଧିକ ବୃଦ୍ଧି ପାଇଛି ।  ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୨ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୩୭ ପଇସା ବଢିଲା । ଏବେ ଭୁବନେଶ୍ୱରରେ ପେଟ୍ରୋଲ ଦାମ ୧୦୬ ଟଙ୍କା ୮ ପଇସା ଏବଂ ଡିଜେଲ୍ ଦର ୯୫ଟଙ୍କା ୯୮ ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଡିଜେଲର ଦର କ୍ରାମଗତ ଭାବେ ବଢିବା କାରଣକୁ ନେଇ ସାଧାରଣରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com