ଜାତୀୟ

ଇତିହାସ ରଚିବାକୁ ଯାଉଛି ତେଲଙ୍ଗାନା ପୁଲିସ୍‌

ଇତିହାସ ରଚିବାକୁ ଯାଉଛି ତେଲଙ୍ଗାନା ପୁଲିସ୍‌। ଦିନକୁ ଦିନ ଡ୍ରୋନ ବିପଦ ବଢ଼ୁଥିବାରୁ ଏହାକୁ କାଉଣ୍ଟର କରିବା ପାଇଁ ନୂଆ ପଦକ୍ଷେପ ନେବାକୁ ଯାଉଛି ପୁଲିସ୍‌।

ଡ୍ରୋନ ବିପଦକୁ କାଉଣ୍ଟର କରିବା ପାଇଁ ପୁଲିସ୍‌ ପକ୍ଷରୁ ତାଲିମପ୍ରାପ୍ତ ଚିଲମାନଙ୍କୁ ମୁତୟନ କରାଯିବ। ବିଶେଷ କରି ଭିଭିଆଇପିଙ୍କ ଗସ୍ତ ଓ ସର୍ବସାଧାରଣ ସଭାସ୍ଥଳରେ ଚିଲ ମୁତୟନ ହେବେ।

Related Articles

Back to top button