ଜାତୀୟ

୨୧ ବର୍ଷର ରେକର୍ଡ ଭାଙ୍ଗି ୨୦୨୩-୨୪ରେ ମୁଣ୍ଡ ପିଛା ଆୟ ସବୁଠୁ କମ ହେବ

୨୧ ବର୍ଷର ରେକର୍ଡ ଭାଙ୍ଗି ୨୦୨୩-୨୪ରେ ମୁଣ୍ଡ ପିଛା ଆୟ ସବୁଠୁ କମ ହେବ । ଏନେଇ ଏବେଠାରୁ ଆକଳନ କରିଛି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ । ଓଡ଼ିଶାରେ ମୁଣ୍ଡପିଛା ଆୟ ୧୦ ପ୍ରତିଶତରୁ ଅଧିକ ରହିଛି।

ଅନ୍ୟପଟେ ଜାତୀୟ ସ୍ତରର ହିସାବକୁ ଦେଖିଲେ ୨୦୧୯-୨୦ରେ ଲୋକଙ୍କ ମୁଣ୍ଡପିଛା ଆୟ ୧ ଲକ୍ଷ ୮୫ ହଜାର ୮୫୪ ଟଙ୍କା ଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଏହା କମି ୧ ଲକ୍ଷ ୭୨ ହଜାର ୨୭୬ରେ ପହଞ୍ଚିଛି। ଯାହାକି ମାତ୍ର ୫.୧ ପ୍ରତିଶତ।

Related Articles

Back to top button
WP Twitter Auto Publish Powered By : XYZScripts.com