ଓଡ଼ିଶା

ମହାନଦୀ କୂଳରୁ କୁମ୍ଭୀର ଉଦ୍ଧାର

ମହାନଦୀ କୂଳରୁ କୁମ୍ଭୀର ଉଦ୍ଧାର । ନୟାଗଡ ଗଣିଆ ବ୍ଲକ କେନ୍ଦୁପଲ୍ଲୀ ଗାଁ ନିକଟ ମହାନଦୀ କୂଳରୁ ଉଦ୍ଧାର ହୋଇଛି କୁମ୍ଭୀର । ନଦୀ ବାଲି ଉପରେ ଚାଲୁଥିବା ବେଳେ ଲୋକ ଦେଖି ଭୟଭୀତ ହୋଇଥିଲେ ।

ପରେ ବନବିଭାଗକୁ ଖବର ଦେବାପରେ କୁମ୍ଭୀରକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସାତକୋଶିଆ ଗଣ୍ଡରେ କୁମ୍ଭୀରକୁ ଛାଡିଦିଆଯାଇଛି । ଅନ୍ୟ ପକ୍ଷରେ ସ୍ଥାନୀୟ ବାସିନ୍ଦାଙ୍କୁ ନଦୀ ପଠାକୁ ନଯିବା ପାଇଁ ସତର୍କ ମଧ୍ୟ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com