ଓଡ଼ିଶା

ବୈଶାଖୀ ବାଣିଜ୍ୟ ମେଳାର ତୃତ୍ୱୀୟ ଦିନ, ଫ୍ରିଡମ ଷ୍ଟଲରେ ନାହିଁ ନ ଥିବା ଭିଡ଼

କଟକ() ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ସମସ୍ତ ପର୍ବ ପର୍ବାଣୀ ବନ୍ଦ ରହିଥିଲା । ଆଉ ଏବେ କରୋନା କଟକଣା ହଟିବା ପରେ କଟକ ସହରବାସୀଙ୍କ ସମେତ କଟକ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟରେ ଲୋକମାନେ ଆସି ଏହି ବୈଶାଖୀ ବାଣିଜ୍ୟ ମେଳାରେ ବାଲିଯାତ୍ରାର ମଜା ଉଠାଉଛନ୍ତି । ଏହି ମେଳାରେ ଅନେକ ଗୁଡିଏ ଷ୍ଟଲ ଲାଗିଥିବା ବେଳେ ଗୃହିଣୀଙ୍କ ଗହଳି ଲାଗିଥିଲା ଫ୍ରିଡମ ଷ୍ଟଲରେ । ଏକ ଲିଟର ତେଲ ଠାରୁ ଆରମ୍ଭ କରି ପାଞ୍ଚ ଲିଟର ପର୍ଯ୍ୟନ୍ତ ତେଲରେ ରହିଛି ଆକର୍ଷଣୀୟ ଅଫର ।

ସେଥିପାଇଁ ଏହି ଷ୍ଟଲରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛୁ । ଫ୍ରିଡମ୍ ତେଲର ଓଡ଼ିଶା ହେଡ୍ ଅମିୟ କୁମାର ଧଳ ଗଣ ମାଧ୍ୟମକୁ ଚଳିତ ଅଫର ବିଷୟରେ ସ୍ୱଚନା ଦେବା ସହ ଭଲ ତେଲ ହେଲେ ଖାଇବାର ସ୍ଵାଦ ବଢିବ ଏବଂ ଶରୀର ସୁସ୍ଥ ରହିବ ବୋଲି ମତ ଦେଇଥିବା ବେଳେ ମେଳାରେ ଫ୍ରିଡ଼ମ ତେଲ କିଣୁଥିବା ଗ୍ରୁହୁଣୀ ମାନେ ତାଙ୍କର ମତ ରଖିଛନ୍ତି …

Related Articles

Back to top button
WP Twitter Auto Publish Powered By : XYZScripts.com