ଓଡ଼ିଶା

କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, କୁଖ୍ୟାତ ବେପାରୀ ବାବୁ ଗିରଫ

ସୋର () ବାଲେଶ୍ବର ଜିଲ୍ଲା ସୋରୋ ୧୬ନମ୍ବର ଜାତୀୟ ରାଜପଥରରୁ ବ୍ରାଉନସୁଗାର ଜବତ । କ୍ରାଇମବ୍ରାଞ୍ଚ ଏସଟିଏଫ ଅଧିକାରୀମାନେ ଏକ କିଲୋ ଶହେ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି । ଏହି ଘଟଣାରେ ବାବୁ ଓରଫ କଲିମ ନାମକ କୁଖ୍ୟାତ ବେପାରୀକୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ଏକ କୋଟି ୧୯ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com