ଓଡ଼ିଶା

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ । ଏହି ଅବସରରେ ବ୍ରହ୍ମପୁର ମହାନଗର ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସ୍ଥାନୀୟ ବ୍ରହ୍ମପୁର ବଡବଜାର ଥାନା ପଛ ପଟେ ରହିଥିବା ପାର୍କ ଠାରେ ଏବଂ ଆସିକା ରୋଡ ସ୍ଥିତ ହାଇସ୍କୁଲ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ରଶେଖର ସାହୁ , ବିଧାୟକ ବିକ୍ରମ କୁମାର ପଣ୍ଡା , ମେୟର ସଂଘମିତ୍ରା ଦଳେଇ , ମହାନଗର ସଭାପତି ବିଜୟ ସାମଲ. ସୁବାସ ମହାରଣା. ମହାନଗର ଯୁବ ସଭାପତି ଶ୍ରୀ ଅଜିତ ପଣ୍ଡା. ଗଞ୍ଜାମ ଜୋନ ଛାତ୍ର ସଭାପତି ଜ୍ୟୋତିରଞ୍ଜନ ସାହୁ ଙ୍କ ସମେତ ବହୁ ଯୁବ ଓ ଛାତ୍ର ନେତା ଉପସ୍ଥିତ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com