ଓଡ଼ିଶା

ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର

ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଶନିବାର ଚର୍ଚ୍ଚିତଙ୍କୁ ସିବିଆଇ ଗିରଫ କରିଛି ଭୋର ୪ଟା ସମୟରେ ଚର୍ଚ୍ଚିତ ସିବିଆଇରେ ହାଜର ହୋଇଥିଲେ ତାଙ୍କର ମେଡ଼ିକାଲ ଟେଷ୍ଟ କରିବା ସହ ତଦନ୍ତ ଆରମ୍ଭ କରିଥିଲା ସିବିଆଇ ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଏଯାବତ୍ ମୋଟ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇଲାଞ୍ଚ କାରବାର ମାମଲାରେ ଅଭିଯୁକ୍ତଙ୍କୁ ଦିନିଆ ରିମାଣ୍ଡରେ ନେଇ ସିବିଆଇ ସେମାନଙ୍କୁ ଘନ ଘନ ଜେରା କରୁଛି। ପାରାଦୀପ ବନ୍ଦରର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ଡିଜିଏମ୍ ସୂର୍ଯ୍ୟ ସାହୁଙ୍କୁ ସିବିଆଇ ରିମାଣ୍ଡରେ ନେଇଛି। ଲାଞ୍ଚ ନେଇ କାର୍ଗୋ ଅପରେଟ କରୁଥିବା ସଂସ୍ଥାକୁ ସରୋଜ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପାରାଦୀପ ବନ୍ଦରକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ପ୍ରାୟ ୬୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିବାର ଅଭିଯୋଗ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com