ଜାତୀୟ

ଟ୍ୟାକ୍ସ ଚୋରି ମାମଲାରେ ଅନିଲ ଅମ୍ବାନୀଙ୍କୁ ଆୟକର ବିଭାଗର ନୋଟିସ୍

ଟ୍ୟାକ୍ସ ଚୋରି ମାମଲାରେ ଅନିଲ ଅମ୍ବାନୀଙ୍କୁ ଆୟକର ବିଭାଗର ନୋଟିସ୍ । ବ୍ଲାକ ମନି ଆକ୍ଟରେ ରିଲାଏନ୍ସ ଗ୍ରୁପର ପୂର୍ବତନ ଚେୟାରମ୍ୟାନ ଅନିଲ ଅମ୍ବାନୀଙ୍କୁ ନୋଟିସ କରିଛି ଆୟକର ବିଭାଗ । ସ୍ୱିସ ବ୍ୟାଙ୍କରେ ୮୧୪ କୋଟି ଟଙ୍କା ଜମା ରଖିଥିବା ଜଣାପଡ଼ିବା ପରେ ଅନିଲ ଅମ୍ବାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ୪୨୦ କୋଟି ଟ୍ୟାକ୍ସ ଚୋରି ଅଭିଯୋଗରେ ଅନିଲଙ୍କୁ ଜରିମାନା ସହ ୧୦ ବର୍ଷ ଜେଲ ଦଣ୍ଡ ହୋଇପାରେ । ଟ୍ୟାକ୍ସ ଫାଙ୍କିବା ପାଇଁ ସେ ଜାଣିଶୁଣି ବିଦେଶରେ ଥିବା ଅର୍ଥ ସମ୍ପର୍କରେ ଲୁଚାଇଥିଲେ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com