ଜୀବନଶୈଳୀ

ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ଛତ୍ରପୁର, ୦୫/୦୯/୨୦୨୨-   ଏକ ଚାଉଳ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି l ଫଳରେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି l  ଭୁବନେଶ୍ୱର ପଟୁ ଆନ୍ଧ୍ରା ଅଭିମୁଖେ ଯାଉଥିବା ଏହି ଦୁର୍ଘଟଣା ଗ୍ରସ୍ତ ଟ୍ରକ ନମ୍ବର ହେଉଛି ଏପି ୦୫ ୬୬୧୧  l ହାଇୱେ ପେଟ୍ରୋଲିଙ୍ଗ ଗାଡି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଡ୍ରାଇଭରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା l ଚମାଖଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

Related Articles

Back to top button
WP Twitter Auto Publish Powered By : XYZScripts.com