ଅନ୍ୟାନ୍ୟ

ଡିଏନଏ ଟେଷ୍ଟ କହିବ କିଏ ହିନ୍ଦୁ ଏବଂ କିଏ ମୁସଲମାନ

ଜୟପୁର, ୦୮/୦୯/୨୦୨୨ –    ଡାକ୍ତରଙ୍କ ଅବହେଳା ଯୋଗୁଁ ନିଜ ପିତାମାତାଙ୍କଠାରୁ ଦୂରେଇ ଯାଇଛନ୍ତି ଦୁଇ ନିରୀହ ଶିଶୁ । ଜୟପୁରର ସାଙ୍ଗାନେରୀ ଗେଟ୍ ସ୍ଥିତ ମହିଳା ଡାକ୍ତରଖାନାରେ ଦୁଇ ନବଜାତ ଶିଶୁଙ୍କ ଉପରେ ଭୁଲ ଟ୍ୟାଗ୍ ରଖାଯିବା କାରଣରୁ କେଉଁ ପିଲା କାହାର ବୋଲି ଜାଣିବା କଷ୍ଟକର ହୋଇପଡ଼ିଛି । ଦୁଇ ଶିଶୁଙ୍କ ମଧ୍ୟରେ ରହିଛନ୍ତି ଜଣେ ହିନ୍ଦୁ ଏବଂ ଆଉ ଜଣେ ମୁସଲମାନ ସମ୍ପ୍ରଦାୟର । ଏବେ ୨ ପିଲାଙ୍କ ପ୍ରକୃତ ପିତାମାତା ସ୍ଥିର କରିବାକୁ ମେଡିକାଲ ଡିଏନଏ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି । ଏହା ପରେ ହିଁ ଜଣାପଡିବ, ସେମାନଙ୍କ ମଧ୍ୟରୁ କିଏ ହିନ୍ଦୁ ଏବଂ କିଏ ମୁସଲମାନ ।

Related Articles

Back to top button
WP Twitter Auto Publish Powered By : XYZScripts.com